ଦୁର୍ଯ୍ୟୋଧନ Durj̄odhana
- ସଂ. ବିଣ. (ଦୁର୍+ଯୁଧ୍ ଧାତୁ+କର୍ତ୍ତୃ. ଅନ) — ଯେ ଯୁଦ୍ଧରେ ପଳାୟନ କରେ — One who flies away from fight
- ସଂ. ବିଣ. (ଦୁର୍+ଯୁଧ୍ ଧାତୁ+କର୍ତ୍ତୃ. ଅନ) — +କର୍ମ ଅନ ଯାହାକୁ ସହଜରେ ଜୟ କରା ଯାଇ ନ ପାରେ — Difficult to fight with; invincible
- ବି — ଧୃତରାଷ୍ଟ୍ରଙ୍କ ଜ୍ଯେଷ୍ଠ ପୁତ୍ର — The eldest son of Dhṛutarāshṭra
- ବି — [ଦ୍ର—ମହାଭାରତ ତଳେ ନୋଟ ଦେଖ।]
- ଦେ. ବି. ପୁଂ — ଲୋକଙ୍କ ନାମ — A name given to males