ଦୁର୍ମ୍ମୁଖ Durmmukha

  • ସଂ. ବିଣ. (ଦୁର୍+ମୁଖ=ମୁହଁ ବା ବଚନ; ବହୁବ୍ରୀହି) — କଟୁଭାଷା — Scurrilous; foul-mouthed; abusive
  • ସଂ. ବିଣ. (ଦୁର୍+ମୁଖ=ମୁହଁ ବା ବଚନ; ବହୁବ୍ରୀହି) — କର୍କଶଭାଷୀ — Having harsh utterance
  • ସଂ. ବିଣ. (ଦୁର୍+ମୁଖ=ମୁହଁ ବା ବଚନ; ବହୁବ୍ରୀହି) — ଯାହାର ମୁଖ ଦେଖିବାକୁ କୁତ୍ସିତ — Ugly-faced; hideous
  • ବି. — ବାନରବିଶେଷ — A kind of monkey
  • ବି. — ଅଶିକ୍ଷିତ ଅଶ୍ୱ — An untrained horse
  • ବି. — ଅସୁରବିଶେଷ — Name of a demon
  • ବି. — ନାଗବିଶେଷ — A species of serpants
  • ବି. — ରାମଚନ୍ଦ୍ରଙ୍କର ଗୁପ୍ତଚର — Name of a spy of Rāmchandra