ଦୁର୍ମ୍ମୂଲ୍ୟ Durmmūlya

  • ସଂ. ବି. (ଦୁର୍+ମୂଲ୍ୟ; କର୍ମଧା) — ଅଧିକ ମୂଲ୍ୟ; ଚଢ଼ା ଦାମ୍ — Exorbitant price; excessive or high price; high rate
  • ସଂ. ବିଣ. (ବହୁବ୍ରୀହି) — ମହାର୍ଘ; ଅକ୍ରେୟ; ମହର୍ଗ — Dear; high-priced; of an exorbitant price