ଦୁର୍ଲଂଘ Durlaṁgha
- ସଂ. ବିଣ. (ଦୂର+ଲଂଘ୍ ଧାତୁ+କର୍ମ. ଅ) — ଯାହାକୁ ସହଜରେ ଲଂଘନ କରାଯାଇ ନ ପାରେ — Difficult to be crossed over
- ସଂ. ବିଣ. (ଦୂର+ଲଂଘ୍ ଧାତୁ+କର୍ମ. ଅ) — ଅଲଂଘ୍ୟ — Inviolable
- ସଂ. ବିଣ. (ଦୂର+ଲଂଘ୍ ଧାତୁ+କର୍ମ. ଅ) — ଯେଉଁ ଆଦେଶ ବା ନିୟମକୁ ସହଜରେ ଲଂଘନ କରାଯାଇ ନ ପାରେ — (an order or rule) Which cannot be transgressed