ଦୁର୍ଲକ୍ଷଣ Durlakshaṇa

  • ସଂ. ବି. (ଦୁର୍+ଲକ୍ଷଣ; କର୍ମଧା) — ଅଶୁଭସୂଚକ ଚିହ୍ନ — Evil omen; unlucky sign
  • ସଂ. ବିଣ. ପୁଂ. (ଦୁର୍=ଲକ୍ଷଣ ଯାହାର; ବହୁବ୍ରୀହି) — ମନ୍ଦ ଲକ୍ଷଣ ଯୁକ୍ତ; ଅଲକ୍ଷଣା — Bearing inauspicious marks on the body