ଦୁର୍ଲ୍ଲଳ Durllaḻa

  • ସଂ. ବିଣ (ଦୁର୍+ଲଳ୍ ଧାତୁ=ପ୍ରଶୟ ଦେବା+କର୍ମ. ଅ) — ଅତ୍ୟନ୍ତ ପ୍ରଶ୍ରୟପ୍ରାପ୍ତି; ଗେହ୍ଲା; ଦୁଲଣା — Too much fondled; dandled (child)
  • ସଂ. ବି — ଦୁଶ୍ଚେଷ୍ଟିତ — Evil endeavour