ଦିନ କଣା Dina kaṇā

  • ଦେ. ବିଣ (ସଂ. ଦିବାନ୍ଧ) — ରୋଗ ଯୋଗୁଁ ଯାହାକୁ ଦିନରେ ଦେଖାଯାଏ ନାହିଁ, ରାତିରେ ଦେଖାଯାଏ — Blind by day
  • ବି — ଦିବାନ୍ଧତା ରୋଗ — Blindness by day; a disease