ଦିନ ଗଣିବା Dina gaṇibā
- ଦେ. ବି. — କୌଣସି ଘଟଣା ଆଉ କେତେ ଦିନ ରହିଲା ବୋଲି ଉତ୍କଣ୍ଠିତଭାବରେ ଗଣନା କରି ଅପେକ୍ଷା କରିବା — 2. To count the days as to when an eagerly expected event will happen
- ଦେ. ବି. — ଉତ୍ସବ ଆଶାରେ ଅଶାୟୀ ହୋଇଣ ବହୁଦିନୁ ଦିନ ଗଣି— ରାଧାନାଥ. ପାର୍ବତୀ।
- ଦେ. ବି. — ଶୁଭ କାର୍ଯ୍ୟାଦି ନିମନ୍ତେ ଗୋଟିଏ ଶୁଭ ଦିନ ପାଞ୍ଜିରୁ ଗଣନା କରିବା — To find out an auspicious day for a certain act or ceremony by astrological calculations