ଦିଧିଷୂପତି Didhishū pati

  • ସଂ. ବି. ପୁଂ — ଠାୟାଁ; ଦ୍ୱିତୀୟ ହୋଇଥିବା ବିଧବାର ସ୍ୱାମୀ — The husband of remarried window
  • ସଂ. ବି. ପୁଂ — ଯେଉଁ ଲୋକ ଭାଇର ବିଧବା ସ୍ତ୍ରୀକୁ ବିବାହ ନ କରି ପାଶବିକ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ତା ସଙ୍ଗେ ପାପ ପ୍ରଣୟ କରିଥାଏ — A man who has sexual intercourse with the widow of his brother (not as a sacred duty but for carnal gratification (Apte)