ଦିନ କ୍ଷୟ Dina kshaya
- ସଂ. ବି. (ଦିନ+କ୍ଷୟ; 6 ଷ୍ଠୀ ତତ୍) — ତିଥିକ୍ଷୟ; ଏକ ସୌରମାନ ଦିବସରେ 3 ଗୋଟି ତିଥି ପଡ଼ିବା ଯୋଗୁଁ ଗୋଟିଏ ତିଥିର କ୍ଷୟ — ତିଥିକ୍ଷୟ; ଏକ ସୌରମାନ ଦିବସରେ3ଗୋଟି ତିଥି ପଡ଼ିବା ଯୋଗୁଁ ଗୋଟିଏ ତିଥିର କ୍ଷୟ—The loss of a lunar day which takes place when 3 lunar days occur during the same solar day