ଦିନ ଗଡ଼େଇବା Dina gaṟḍ̠eibā
- ଦେ. କ୍ରି — ନିର୍ଦ୍ଧାରିତ ଦିବସକୁ ଅତିକ୍ରମଣ କରିବା — To adjourn a matter
- ଦେ. କ୍ରି — କାଳ କ୍ଷେପଣ କରିବା — To pass away time
- ଦେ. କ୍ରି — ଅନ୍ଯ ଦିବସକୁ କୌଣସି କାର୍ଯ୍ୟ ସ୍ଥଗିତ ରଖିବା — To put off some work to some other date
- ଦେ. କ୍ରି — ଦିନ ଟାଳିବା (ଦେଖ) — Dina ṭāḻibā (See)