ଦିନ Dina
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — ଦିବସ — Day
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — ପୃଥିବୀ ନିଜର ଅକ୍ଷଦଣ୍ଡରେ ଥରେ ସୂର୍ଯ୍ୟଙ୍କ ଚାରି ଆଡ଼େ ବୁଲିବାକୁ ଯେତେ ସମୟ ଲାଗେ; ଅହୋରାତ୍ର; ସପ୍ତାହର ଗୋଟିଏ ଦିବସ — A week day; a day and night; the time from one sunrise to another sunrise; a solar day
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — 24 ଘଣ୍ଟା ପରିମିତ ସମୟ — 24ଘଣ୍ଟା ପରିମିତ ସମୟ— . A period of 24 hours
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — (ଯଥା—ଏତକ ତାର ଦିନକର ଖାଦ୍ୟ।)
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — ସୂର୍ଯ୍ୟାଲୋକିତ ବେଳା; ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ — Day time; the time between sunrise and sunset
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — (ଯଥା—ଦିନରେ କାହିଁକି ଅଇଲୁ।)
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — [ଦ୍ର—ପୃଥିବୀ ଆପଣା ଅକ୍ଷରେ ଘୂରି ସୂର୍ଯ୍ୟଙ୍କ ଚାରି ପାଖେ ବୁଲୁଅଛି। ପୃଥିବୀ ଘୂରିବା ବେଳେ ପୃଥିବୀର ଯେଉଁ ଅଧକ ସୂର୍ଯ୍ୟଙ୍କ ଆଡ଼କୁ ଥାଏ ସେ ଅଧକରେ ଦିନ ଓ ଯେଉଁ ଅଧକ ସୂର୍ଯ୍ୟଙ୍କ ବିପରୀତ ଦିଗରେ ଥାଏ ସେ ଅଧକରେ ରାତି ହୁଏ। ଏହି ଅର୍ଥରେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ ଦିନ ଓ ସୂର୍ଯ୍ୟାସ୍ତଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରାତି ହୁଏ। ସୂର୍ଯ୍ୟ ଓ ପୃଥିବୀର ଆପେକ୍ଷିକ ଅବସ୍ଥିତି ଅନୁସାରେ ଦିନ ଓ ରାତିର ପରିମାଣ କମ୍ ବେଶି ହୁଏ। ଯେଉଁ ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥାଆନ୍ତି ସେ ଦିନ ଦିନ 12 ଘଣ୍ଟା ଓ ରାତି 12 ଘଣ୍ଟା ହୁଏ, ଅର୍ଥାତ୍ ଦିନ ଓ ରାତି ସମାନ ହୁଏ; କିନ୍ତୁ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳରେ ଦିନ ବଡ଼ ଓ ରାତି ଛୋଟ ହୁଏ ଓ ଦକ୍ଷିଣାୟନ କାଳରେ ରାତି ବଡ଼ ଓ ଦିନ ଛୋଟ ହୁଏ। ପକ୍ଷାନ୍ତରରେ ଏକ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋ— ଦୟ ପର୍ଯ୍ୟନ୍ତ 24 ଘଣ୍ଟା ସମୟକୁ ଦିନ ବୋଲାଯାଏ। ହିନ୍ଦୁ ମାନଙ୍କର ଦିନର ଗଣନା ଏକ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ କରାଯାଏ। କିନ୍ତୁ ପାଶ୍ଚାତ୍ୟମାନେ ନିଶାର୍ଦ୍ଧ ଟପିବା ସମୟରୁ ପରବର୍ତ୍ତୀ ନିଶାର୍ଦ୍ଧ ପର୍ଯ୍ୟନ୍ତ ଏକ ଦିବସ ଗଣନା କରନ୍ତି।] — [ଦ୍ର—ପୃଥିବୀ ଆପଣା ଅକ୍ଷରେ ଘୂରି ସୂର୍ଯ୍ୟଙ୍କ ଚାରି ପାଖେ ବୁଲୁଅଛି ପୃଥିବୀ ଘୂରିବା ବେଳେ ପୃଥିବୀର ଯେଉଁ ଅଧକ ସୂର୍ଯ୍ୟଙ୍କ ଆଡ଼କୁ ଥାଏ ସେ ଅଧକରେ ଦିନ ଓ ଯେଉଁ ଅଧକ ସୂର୍ଯ୍ୟଙ୍କ ବିପରୀତ ଦିଗରେ ଥାଏ ସେ ଅଧକରେ ରାତି ହୁଏ ଏହି ଅର୍ଥରେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ ଦିନ ଓ ସୂର୍ଯ୍ୟାସ୍ତଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରାତି ହୁଏ ସୂର୍ଯ୍ୟ ଓ ପୃଥିବୀର ଆପେକ୍ଷିକ ଅବସ୍ଥିତି ଅନୁସାରେ ଦିନ ଓ ରାତିର ପରିମାଣ କମ୍ ବେଶି ହୁଏ ଯେଉଁ ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥାଆନ୍ତି ସେ ଦିନ ଦିନ12ଘଣ୍ଟା ଓ ରାତି12ଘଣ୍ଟା ହୁଏ, ଅର୍ଥାତ୍ ଦିନ ଓ ରାତି ସମାନ ହୁଏ; କିନ୍ତୁ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳରେ ଦିନ ବଡ଼ ଓ ରାତି ଛୋଟ ହୁଏ ଓ ଦକ୍ଷିଣାୟନ କାଳରେ ରାତି ବଡ଼ ଓ ଦିନ ଛୋଟ ହୁଏ ପକ୍ଷାନ୍ତରରେ ଏକ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋ— ଦୟ ପର୍ଯ୍ୟନ୍ତ24ଘଣ୍ଟା ସମୟକୁ ଦିନ ବୋଲାଯାଏ ହିନ୍ଦୁ ମାନଙ୍କର ଦିନର ଗଣନା ଏକ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ କରାଯାଏ କିନ୍ତୁ ପାଶ୍ଚାତ୍ୟମାନେ ନିଶାର୍ଦ୍ଧ ଟପିବା ସମୟରୁ ପରବର୍ତ୍ତୀ ନିଶାର୍ଦ୍ଧ ପର୍ଯ୍ୟନ୍ତ ଏକ ଦିବସ ଗଣନା କରନ୍ତି]
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — ବେଳ; କାଳ; ସମୟ — Time
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — ଧନ ଅରଜନ କଥାକୁ ନ ଜାଣଇ ଜିତେନ୍ଦ୍ରିୟ ହୋଇଣ ଦିନକୁ ନଅଇଁ। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — ନିର୍ଦ୍ଦିଷ୍ଟ ସମୟ; ତାରିଖ — Date; fixed date
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — (ଯଥା—ସମନରେ ହାଜର ହେବାର ଦିନ ଲେଖା ଯାଇଛି।)
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ) — ଶୁଭ ଯୋଗ ଯୁକ୍ତ ସମୟ — Auspicious time or date