ଦିଗ Diga

  • ଦେ. ବି. (ସଂ. ଦିକ୍) — ଦିକ୍ — The points of the compass
  • ଦେ. ବି. (ସଂ. ଦିକ୍) — ଦିଗ ବାତାର୍କ ଜଳପତି ଅଶ୍ୱିନୀ ବହ୍ନି ସୁରପତି। ଜଗନ୍ନାଥ. ଭାଗବତ।
  • ଦେ. ବି. (ସଂ. ଦିକ୍) — ଏକ କଡ଼ା କଉଡ଼ିର ଦଶମାଂସ — One tenth of a cowrie or shell-money
  • ଦେ. ବି. (ସଂ. ଦିକ୍) — ପକ୍ଷ — Side
  • ଦେ. ବି. (ସଂ. ଦିକ୍) — ବେନି ଦିଗ ମନ୍ତ୍ରୀଏ ନିବର୍ତ୍ତାଇ। ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ।