ଦିଗ ଦହନ Diga dahana

  • ଦେ. ବିଣ. (ସଂ. ଦିକ୍ଦହନ) — ଯେ ଚତୁର୍ଦ୍ଦିଗ ଜାଳି ଦିଏ — Inflaming; who can burn all around
  • ବି — ଚତୁର୍ଦ୍ଦିଗରେ ଜ୍ୱଳନକ୍ରିୟା — Burning of all sides
  • ବି — ଇନ୍ଦ୍ରଜିତଙ୍କ ଦେବଦଳନ ରଥରେ ଉଡ଼ୁଥିବା ପତାକା— ବିଶେଷ — The name of the flag flying on the chariot of Indrajita
  • ବି — ବଇଜୟନ୍ତୀ ରମ୍ୟ ଦିଗଦହନ ନାମ ନଭେ ଲଭେ ଚଞ୍ଚଳେ ସେ— ଭଞ୍ଜ. ବୈଦେହୀଶବିଳାସ।
  • ବି — ଦିଗ୍ଦାହ (ଦେଖ) — Dig-dāha (See)