ଦିକ୍ଶିକ୍ Dik-ṡik

  • ଦେ. ଅ — ବିଲ୍କୁଲ୍; ସମ୍ପୂର୍ଣ୍ଣରୂପେ — fully; completely; totally
  • ଦେ. ଅ — (ଯଥା—ଖାତକ ସେ ତମସୁକ ବାବଦ ମୂଳ ଓ ସୁଧ ଦିକଶିକ୍ ନିଷ୍ପତ୍ତି କରିଛି।)
  • ବୈଦେ.ବିଣ — ଦିକ୍ଦାର (ଦେଖ) — Dikdār (See)