ଦିକ୍ସାଧନ Dik-sādhana

  • ସଂ.ବି. ( 6 ଷ୍ଠୀ ତତ୍; ଦିକ୍+ସାଧନ) — ଯେଉଁ ଉପାୟ ଦ୍ୱାରା ଭିନ୍ନ ଭିନ୍ନ ଦିଗମାନଙ୍କର ଜ୍ଞାନ ଜନ୍ମେ — The expedient by which a person derives a knowledge of the points of the compass
  • ସଂ.ବି. ( 6 ଷ୍ଠୀ ତତ୍; ଦିକ୍+ସାଧନ) — (ଯଥା—ସୂର୍ଯ୍ୟ ଉଦୟ ହେବା ଦିଗକୁ ମୁହଁ କରି ଠିଆ ହେଲେ ମନୁଷ୍ୟ ମୁଁହଆଡ଼ ପୁର୍ବ ଦିଗ, ପିଠିଆଡ଼ ପଶ୍ଚିମ ଦିଗ, ଡାହାଣଆଡ଼ ଦକ୍ଷିଣ ଦିଗ ଓ ବାମ ଆଡ଼ ଉତ୍ତର ଦିଗ ଅଟେ।)