ଦିଗଜୟ Digajaya
- ଦେ. ବି. (ସଂ. ଦିଗ୍ବିଜୟ) — ସମଗ୍ର ପୃଥିବୀକୁ ଜୟ କରିବା — Conquest of the whole world
- ଦେ. ବି. (ସଂ. ଦିଗ୍ବିଜୟ) — ଦିଗ୍ବିଜୟ (ଦେଖ) — Dig-bijaya (See)
- ଦେ. ବି. (ସଂ. ଦିଗ୍ବିଜୟ) — ମଦନ ମହୀପତି ଦିଗଜୟ ପାଇଁ ବାହାରି ଅଛି ଘନ ହସ୍ତୀକି ଆରୋହି। କୃଷ୍ଣସିଂହ. ମହାଭାରତ. ବନ।