ଦିକ୍ଶୂଳ Dik ṡūḻa
- ସଂ.ବି — ଫଳିତ ଜ୍ୟୋତିଷ ଶାସ୍ତ୍ର ମତରେ ବିଶେଷ ବିଶେଷ ଦିଗକୁ ଯାତ୍ରା କରିବାରେ ଅଶୁଭ ବାର — (astrology) Particular week-days deemed inauspicious for making journeys to particular points of the compass
- ସଂ.ବି — [ଦ୍ର—ଶୁକ୍ର ଓ ରବିବାର ପଶ୍ଚିମକୁ, ଶନି ଓ ମଙ୍ଗଳବାର ଉତ୍ତରକୁ, ଶନି ଓ ସୋମବାର ପୂର୍ବକୁ ଏବଂ ବୁଧ ଓ ଗୁରୁବାର ଦକ୍ଷିଣକୁ ଯାତ୍ରା ନିଷିଦ୍ଧ ବା ଦିକ୍ଶୂଳ। ଜ୍ୟୋତିଷ ଗଣନାରେ ଏ ସବୁ ଦିନ ଯୋଗିନୀ ଯାତ୍ରାକାରୀର ସମ୍ମୁଖରେ ବା ଦକ୍ଷିଣ ଭାଗରେ ଥାଆନ୍ତି, ଏଣୁ ଏ ଦିନମାନ ତତ୍ତତ୍ ଦିଗକୁ ଯାତ୍ରା କରିବା ବିଷୟରେ ଅଶୁଭ ଅଟେ।]