ଦଶମିକ Daṡamika

  • ସଂ. ବି. (ଦଶମ+ଇକ) (ଗଣିତ ପାରିଭାଷିକ ଶବ୍ଦ) — (ଗଣିତ) ଅଖଣ୍ଡ ରାଶିର ଦଶାଂଶର ଏକାଂଶ — (Arithmetic) Decimal
  • ସଂ. ବି. (ଦଶମ+ଇକ) (ଗଣିତ ପାରିଭାଷିକ ଶବ୍ଦ) — [ଦ୍ର—ଏହାର ଚିହ୍ନ, ସଂଖ୍ୟା ପୂର୍ବରୁ ଗୋଟିଏ ବିନ୍ଦୁ। ଯଥା— 3.3 ଅର୍ଥାତ୍ ପୂର୍ଣ୍ଣ 3 ଓ ଏକର ଦଶ ଭାଗରୁ ତିନି ଭାଗ।] — [ଦ୍ର—ଏହାର ଚିହ୍ନ, ସଂଖ୍ୟା ପୂର୍ବରୁ ଗୋଟିଏ ବିନ୍ଦୁ ଯଥା—3.3ଅର୍ଥାତ୍ ପୂର୍ଣ୍ଣ3ଓ ଏକର ଦଶ ଭାଗରୁ ତିନି ଭାଗ]
  • ବିଣ — ଦଶଗୁଣୋତ୍ତର — Decimal