ଦଶମ ଦଶା Daṡama daṡā

  • ସଂ. ବି. — ମୃତ୍ୟୁ ପୂର୍ବର ଶେଷ ଅବସ୍ଥା; ମରଣାପନ୍ନ ଅବସ୍ଥା; ପ୍ରାଣାନ୍ତକ ଅବସ୍ଥା; ମରଣ ଅବସ୍ଥା — Last extremity before death; dying condition
  • ସଂ. ବି. — ବିଖ୍ୟାତ ମଇଥିଳୀରେ ଲୋଟିଲା ମହୀସ୍ଥଳୀରେ କରି ଦଶାନନ ଦଶମ ଭୋଗ। ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. — [ଦ୍ର—ଦଶ ଦଶା ଯଥା— ଦୃଙ୍ମନଃସଙ୍ଗସଂକଲୋଜ୍ଜାଗରଃ କୃଶତା ରତିଃ। ହ୍ରୀତ୍ୟାଗୋନ୍ମାଦସମ୍ମୋହଃ ମରଣଞ୍ଚ ଦଶା ଦଶ।]