ଦଶମାସିଆ Daṡamāsiā
- ଦେ. ବିଣ — ଯେ ମାତୃ ଗର୍ଭରେ ଗର୍ଭବାସର ନିର୍ଦ୍ଦିଷ୍ଟ ସମୟ ରହି ପୁଷ୍ଟି ଲାଭ କରି ଜନ୍ମ ଗ୍ରହଣ କରିଥାଏ — One who is born after passing the full limited time in the mother's womb
- ଦେ. ବିଣ — [ଦ୍ର—ସାଧାରଣତଃ ଦେଖାଯାଏ ଯେ ଯେଉଁ 10 ମାସ ପୂର୍ବରୁ ଅର୍ଥାତ୍ ଗର୍ଭାବାସର ଅଷ୍ଟମ ବା ନବମ ମାସରେ ଜନ୍ମ ହୋଇଥାଏ, ସେ ଦୁର୍ବଳ ଓ ନିର୍ବୁଦ୍ଧିଆ ହୁଏ। ଏଥିପାଇଁ ଲୋକେ ଅନ୍ଯ ବ୍ଯକ୍ତିକୁ ବ୍ୟଙ୍ଗ କରି ଏପରି ପ୍ରୟୋଗ କରି ଥାଆନ୍ତି। ଯଥା— ତୁମେ ଦଶ ମାସିଆ ହୋଇ ଜନ୍ମ ହୋଇଥିଲ, ଆମେ କଅଣ ଛ ମାସିଆ ହୋଇ ଜନ୍ମ ହୋଇଥିଲୁ କି? ଅର୍ଥାତ୍ ତୁମ ଅପେକ୍ଷା ଆମର ବୁଦ୍ଧି, ବଳ, ଶକ୍ତି ବା ଅଧିକାର ଊଣା ନୁହେ।] — [ଦ୍ର—ସାଧାରଣତଃ ଦେଖାଯାଏ ଯେ ଯେଉଁ10ମାସ ପୂର୍ବରୁ ଅର୍ଥାତ୍ ଗର୍ଭାବାସର ଅଷ୍ଟମ ବା ନବମ ମାସରେ ଜନ୍ମ ହୋଇଥାଏ, ସେ ଦୁର୍ବଳ ଓ ନିର୍ବୁଦ୍ଧିଆ ହୁଏ ଏଥିପାଇଁ ଲୋକେ ଅନ୍ଯ ବ୍ଯକ୍ତିକୁ ବ୍ୟଙ୍ଗ କରି ଏପରି ପ୍ରୟୋଗ କରି ଥାଆନ୍ତି ଯଥା— ତୁମେ ଦଶ ମାସିଆ ହୋଇ ଜନ୍ମ ହୋଇଥିଲ, ଆମେ କଅଣ ଛ ମାସିଆ ହୋଇ ଜନ୍ମ ହୋଇଥିଲୁ କି? ଅର୍ଥାତ୍ ତୁମ ଅପେକ୍ଷା ଆମର ବୁଦ୍ଧି, ବଳ, ଶକ୍ତି ବା ଅଧିକାର ଊଣା ନୁହେ]