ଦଶମ ଅବତାର Daṡama abatāra
- ସଂ. ବି. — ବିଷ୍ଣୁଙ୍କର 10 ମ ବା ଶେଷ ଅବତାର; କଳ୍କୀ ଅବତାର; ବିଷ୍ଣୁଙ୍କର କଳିଯୁଗର ଶେଷ ଅବତାର — ବିଷ୍ଣୁଙ୍କର10ମ ବା ଶେଷ ଅବତାର; କଳ୍କୀ ଅବତାର; ବିଷ୍ଣୁଙ୍କର କଳିଯୁଗର ଶେଷ ଅବତାର—The last or tenth incarnation of Bishṇu (represented by a rider on a steed holding a drawn sword to purge the world of the evil doers in the course of the current 'Kaḻi' etc
- ସଂ. ବି. — [ଦ୍ର—ଉକ୍ତ ଅଛି ଯେ—କଳିଯୁଗରେ ପାପର ମାତ୍ରା ଖୁବ୍ ବେଶୀ ହେଲେ ଭଗବାନ୍ ଘୋଡ଼ାରେ ଚଢ଼ି ହାତରେ ଖଣ୍ଡା ଧରି ପୃଥିବୀରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ସଂହାର କରି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବେ। ଏ ଅବତାର ଆଜିଯାଏ ପୃଥିବୀକୁ ଆସି ନାହାନ୍ତି। ଆମ ଦେଶରେ ସାଧାରଣ ଲୋକଙ୍କ ବିଶ୍ୱାସ ଯେ, 'ମାଳିକା'ର ଡାକ ଅନୁସାରେ ଏହି କଳକୀ ଅବତାର ଶୀଘ୍ର ଉପସ୍ଥିତ ହୋଇ ଦୁଷ୍ଟ ସଂହାର କରିବେ।]