ଦଶମୀ Daṡamī

  • ସଂ. ବିଣ. ପୁଂ. (ଦଶମ+ଇନ୍; 1 ମା. 1 ବ; ଯେ ଦଶମ ଦଶାରେ ଉପଗତ ହୋଇଅଛି) — ଯେଉଁ ବୃଦ୍ଧ 90 ବର୍ଷ ଅତିକ୍ରମ କରିଅଛି; ଅତି ବୃଦ୍ଧ — ଯେଉଁ ବୃଦ୍ଧ90ବର୍ଷ ଅତିକ୍ରମ କରିଅଛି; ଅତି ବୃଦ୍ଧ— Very old; decrepit
  • ବି. ସ୍ତ୍ରୀ. (ଦଶମ+ସ୍ତ୍ରୀ. ଈ) — ତିଥିବିଶେଷ; ଚନ୍ଦ୍ରର ଦଶମ କଳାର ହ୍ରାସବୃଦ୍ଧିଜନିତ ଦିନ — The 0th day of the lunar fortnight
  • ବି. ସ୍ତ୍ରୀ. (ଦଶମ+ସ୍ତ୍ରୀ. ଈ) — ଜୀବନର ଅନ୍ତ୍ୟାବସ୍ଥା — Extreme old age; the verge of death
  • ବି. ସ୍ତ୍ରୀ. (ଦଶମ+ସ୍ତ୍ରୀ. ଈ) — ମରଣାବସ୍ଥା (ହି. ଶବ୍ଦସାଗର) — Death
  • ବି. ସ୍ତ୍ରୀ. (ଦଶମ+ସ୍ତ୍ରୀ. ଈ) — [ଦ୍ର—ଦଶମୀମାନଙ୍କ ମଧ୍ୟରୁ ନିମ୍ନଲିଖିତ ଦଶମା ତିଥିମାନଙ୍କରେ ହିନ୍ଦୁମାନଙ୍କର ପର୍ବ ହୁଏ। ଯଥା— 1 । ସମ୍ବରଦଶମୀ—ପୌଷମାସ ଶୁକ୍ଳ ଦଶମା (ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା) (ଯେବେ ଏ ଦଶମୀ ଗୁରୁବାର ଦିନ ପଡ଼େ ତେବେ ତାହା ସୁଦଶାବ୍ରତ ହୁଏ।) 2 । ଫଗୁ ଦଶମୀ—ଫାଲ୍ଗୁନ ଶୁକ୍ଳ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା) 3 । ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ବା ଦଶହରା ବା ବିଜୟା ଦଶମୀ। 4 —ବାହୁଡ଼ା ଦଶମୀ, ଆଷାଢ଼ ଶୁକ୍ଳପକ୍ଷ ଦଶମୀ। (ଏ ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି।) 5 —ଜ୍ଯେଷ୍ଠ ଶୁକ୍ଳପକ୍ଷ ଦଶମୀ ବା ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାପୂଜା।)] — [ଦ୍ର—ଦଶମୀମାନଙ୍କ ମଧ୍ୟରୁ ନିମ୍ନଲିଖିତ ଦଶମା ତିଥିମାନଙ୍କରେ ହିନ୍ଦୁମାନଙ୍କର ପର୍ବ ହୁଏ ଯଥା—1 ସମ୍ବରଦଶମୀ—ପୌଷମାସ ଶୁକ୍ଳ ଦଶମା (ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା) (ଯେବେ ଏ ଦଶମୀ ଗୁରୁବାର ଦିନ ପଡ଼େ ତେବେ ତାହା ସୁଦଶାବ୍ରତ ହୁଏ)2 ଫଗୁ ଦଶମୀ—ଫାଲ୍ଗୁନ ଶୁକ୍ଳ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା)3 ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ବା ଦଶହରା ବା ବିଜୟା ଦଶମୀ4—ବାହୁଡ଼ା ଦଶମୀ, ଆଷାଢ଼ ଶୁକ୍ଳପକ୍ଷ ଦଶମୀ (ଏ ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି)5—ଜ୍ଯେଷ୍ଠ ଶୁକ୍ଳପକ୍ଷ ଦଶମୀ ବା ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାପୂଜା)]