ଦଶମୁକୁଟା Daṡamukuṭā

  • ଦେ. ବି. (ପଦ୍ଯ) (ସଂ. ଦଶ+ମୁକୁଟ; ବହୁବ୍ରୀହି) — ରାବଣ — Rābaṇa; the ten headed demon
  • ଦେ. ବି. (ପଦ୍ଯ) (ସଂ. ଦଶ+ମୁକୁଟ; ବହୁବ୍ରୀହି) — ଲଙ୍କାରେ ମାତ୍ର ଥିଲା ସଜାଡ଼ି ଦଶମୁକୁଟା ଯେ— ବ୍ରଜନାଥ. ସମରତରଙ୍ଗ।