ଦଳାଦଳି Daḻādaḻi
- ଦେ. ବି — ପରସ୍ପର ମଧ୍ୟରେ ବିରୋଧ — Mutual quarrel
- ଦେ. ବି — ଗ୍ରାମର ଦୁଇ ବିରୋଧୀ ଦଳଙ୍କ ମଧ୍ୟରେ ବିବାଦ — Party-feeling or factions in a village; party-spirit
- ଦେ. ବି — ଦ୍ୱନ୍ଦ୍ୱ; ବିବାଦ — Fighting; wrangling; conflict
- ଦେ. ବି — ଚିପାଚିପି; ବହୁବାର ଚିପିବା — Repeated pressing
- ଦେ. ବି — ସେ କରରେ ଯେବେ ଘନକେଶା ସମର୍ପିଲା ସ୍ତନ, କି ବିଚିତ୍ର ଦଳାଦଳି ରସ ହେ। କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା।
- ଦେ. ବି — ବହୁବାର ଦଳିବା — Tramplings
- ଦେ. ବି — ପ୍ରତିଦ୍ୱନ୍ଦ୍ୱୀ ଦଳଗଠନ — Creating of rival parties
- ଦେ. ବି — ପଦେ ପଦେ ଦଳାଦଳି ଘରେ ଘରେ ବିଗ୍ରହ। ଭିକାରୀ. ଗୀତଲହରୀ।
- ଦେ. ବି — ଦଳାମଳା (ଦେଖ) — Daḻāmaḻā (See)
- ଦେ. ବି — ପରସ୍ପରକୁ ଦଳିବା — Mutual pressing