ଦଳିବା Daḻibā

  • ଦେ. କ୍ରି. (ସଂ. ଦଳ ଧାତୁ) — ଚକଟିବା; ଦଳନ କରିବା; ମର୍ଦ୍ଦନ କରିବା — To press together; to knead
  • ଦେ. କ୍ରି. (ସଂ. ଦଳ ଧାତୁ) — ଧ୍ୱଂସ କରିବା — To destroy; to crush
  • ଦେ. କ୍ରି. (ସଂ. ଦଳ ଧାତୁ) — ମନେ କଲେ ପର୍ବତ ପାରନ୍ତି ସେ ଦଳି। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. (ସଂ. ଦଳ ଧାତୁ) — (ଲକ୍ଷଣାର୍ଥ)
  • ଦେ. କ୍ରି. (ସଂ. ଦଳ ଧାତୁ) — (ଗର୍ବ, ଔଦ୍ଧତ୍ୟାଦି) ବିନାଶ କରିବା — To destroy
  • ଦେ. କ୍ରି. (ସଂ. ଦଳ ଧାତୁ) — ପାତକିର ପାତକ ଦିଏ ଆଗ ଦଳି। କୃଷ୍ଣସିଂହ. ମଗାଭାରତ. ବନ।
  • ଦେ. କ୍ରି. (ସଂ. ଦଳ ଧାତୁ) — ମଳିବା; ମକଚିବା; ଚକଟିବା — To bruise; to tread; to trample
  • ଦେ. କ୍ରି. (ସଂ. ଦଳ ଧାତୁ) — ଚରଣେ ପୁଣି ଦଳି, ପକାଇ ଦେଲୁ ଚଳି, ତୁ ସୁନ୍ଦର କୁସୁମ ଭୁଷାକୁରେ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. କ୍ରି. (ସଂ. ଦଳ ଧାତୁ) — ମନ୍ଥନ କରିବା ପରି ଶାରୀରିକ କଷ୍ଟ ଦେବା; ପୀଡ଼ା ଦେବା — To press and give bodily pain
  • ଦେ. କ୍ରି. (ସଂ. ଦଳ ଧାତୁ) — ବଳି ଦେବାକୁ ତାକୁ ଏତେ ସରି ଦଳି ଦେଉଥାନ୍ତି ମତେ ତ। କବିସୂର୍ଯ୍ୟ. ସଙ୍ଗୀତ।