ଦଳାଇ ହେବା Deḻāi hebā

  • ଦେ. କ୍ରି — ନିଜେ ଅନ୍ୟଦ୍ୱାରା ଦଳିତ ବା ମର୍ଦ୍ଦିତ ହେବା — To be pressed or trampled by another; to cause another to massage one's body
  • ଦେ. କ୍ରି — ବଳାଇ ମାନକୁ ଦଳାଇ ହୋଇଲା ହିଙ୍ଗୁଳ ବଳିବା ଭାବନେ। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।