ଦଳି ହେବା Daḻi hebā

  • ଦେ. କ୍ରି. (ଦଳିବାର କର୍ମବାଚ୍ୟ) — ଫାଟି ଯିବା; ଭିନ୍ନ ହେବା — To burst
  • ଦେ. କ୍ରି. (ଦଳିବାର କର୍ମବାଚ୍ୟ) — ଦେଖିଲି ଯାହା ଶ୍ରୀଅଙ୍ଗ ଦ୍ୟୁତି; ଦଳି ତ ହୋଇଗଲା ମୋ ଛାତି। କବିସୂର୍ଯ୍ୟ କିଶୋରୀଚମ୍ପୂ. ଦ ଗୀତ।
  • ଦେ. କ୍ରି. (ଦଳିବାର କର୍ମବାଚ୍ୟ) — ମର୍ଦ୍ଦିତ ହେବା; ପେଷିତ ହେବା; ଦଳିତ ହେବା — To be crushed
  • ଦେ. କ୍ରି. (ଦଳିବାର କର୍ମବାଚ୍ୟ) — ଭୀମ ବାହୁ ବଳେ ବେନି ହୋଇ ଦଳି; କେଉଁ ରୂପ ମଲା କିର୍ମୀର ମହାବଳି। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. (ଦଳିବାର କର୍ମବାଚ୍ୟ) — ଅନ୍ୟଦ୍ୱାରା ଦଳାଇ ହେବା — To cause to be rubbed by another