ଦଳିତ Daḻita
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଯାହା ଦଳା ହୋଇଅଛି — Kneaded
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଘୋରା ହୋଇଥିବା; ମର୍ଦ୍ଦିତ — Rubbed; bruised
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ନିଷ୍ପୀଡ଼ିତ — Pressed
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଖଣ୍ଡିତ — Broken; cut
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ପିଷ୍ଟ — Crushed; pounded
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଚୂର୍ଣ୍ଣିତ — Powdered
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଶାସିତ — Subjugated
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଉତ୍ପୀଡ଼ିତ — Oppressed
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ବିଭକ୍ତ — Divided; split
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଉଦ୍ଘାଟିତ — Opened
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ପ୍ରଷ୍ଫୁଟିତ — Full-blow; expanded
- ସଂ. ବିଣ (ଦଳ୍ ଧାତୁ+କର୍ମ. ତ) — ଗୋଡ଼ରେ ମଳା ଯାଇଥିବା — Trodden; trampled