ତେଣ୍ଡାଳ Teṇḍāḻa

  • ଦେ. ବି — ଯେଉଁ ଲୋକ ତେଣ୍ଡାଦ୍ୱାରା ଜଳାଶୟରୁ ଜଳ ଉତ୍ତୋଳନ କରେ — A person who lifts up water into a Teṇḍā
  • ଦେ. ବି — ନଦୀରୁ ପାଣି ତେଣ୍ଡଇ ତେଣ୍ଡାଳ—ଦ୍ୱାରିକା ଦାସ, ପରଚେଗୀତ।