ତେଣ୍ଡିବା Teṇḍibā
- ଦେ. କ୍ରି — ତେଣ୍ଡାଦ୍ୱାରା ପାଣି ଉଠାଇ ଢାଳିବା — To irrigate or pour down water by means of a lifting crane
- ଦେ. କ୍ରି — ନଦୀରୁ ପାଣି ତେଣ୍ଡଇ ତେଣ୍ଡାଳ—ଦ୍ୱାରିକା ଦାସ, ପରଚେଗୀତା।
- ଦେ. କ୍ରି — ଜଳୀୟ ପଦାର୍ଥକୁ ବେଶି ପରିମାଣରେ ଢକ୍ଢକ୍ କରି ପିଇବା — To gulp down a big quantity of any liquid
- ଦେ. କ୍ରି — (ଯଥା—ମୁଁ ଭାରି ଶୋଷେଇ ଥିଲି, କଂସାଏ ତୋଡ଼ାଣୀ ତେଣ୍ଡି ଦେଲି।)
- ଦେ. କ୍ରି — ଜାଳୀୟ ପଦାର୍ଥକୁ ନାକବାଟେ ଶୋଷିବା — To suck any liquid through the nostrils