ତେଣ୍ଡରା Teṇḍarā

  • ପ୍ରାଦେ. (ଯାଜପୁର) ବି — ବନିସି ଡୋରିରେ ଲାଗିଥିବା ମୟୂର ପକ୍ଷ କାଠି ବା ଶୋଲ; ତେରେଣ୍ଡା — The float of a fishing line
  • ପ୍ରାଦେ. (ଯାଜପୁର) ବି — [ଦ୍ର—ଏହା ବୁଡ଼ିଗଲେ ମାଛ ଥୋପ ଧରିଅଛି ବୋଲି ବନିସିଆକୁ ଜଣାଯାଏ।]