ତେଣ୍ଟେଈ Teṇḍeī

  • ଦେ. ବିଣ. ସ୍ତ୍ରୀ — କଳିହୁଡ଼ୀ ସ୍ତ୍ରୀ — Vixen; virage
  • ଦେ. ବିଣ. ସ୍ତ୍ରୀ — ଏକ ଯିଦିଆ ସ୍ତ୍ରୀ — Obstinate (women); pertionacious
  • ଦେ. ବିଣ. ସ୍ତ୍ରୀ — ତେଣ୍ଟେଈ; ନିର୍ଲଜ୍ଜା — Indecent; indecorous (woman) immodest
  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀର ଗୋଡ଼ ନଳ ପରି ସରୁ ଓ ଲମ୍ବା; ନଳି— ଗୋଡ଼ୀ (ସ୍ତ୍ରୀ) — A longlegged women
  • ଦେ. ବିଣ. ସ୍ତ୍ରୀ — ଜଞ୍ଜାଳୀ (ସ୍ତ୍ରୀ) — Noisy (women), pugnacious
  • ଦେ. ବିଣ. ସ୍ତ୍ରୀ — ଧୃଷ୍ଟା — 5. Impudent (woman)
  • ଦେ. ବିଣ. ସ୍ତ୍ରୀ — କଳୀହୁଡ଼ୀ — Quarrelsome (woman)
  • ବି — ଟିଟ୍ଟିଭ (ଦେଖ) — Ṭiṭṭibha (See)