ତେଣ୍ଡାଇବା Teṇḍāibā

  • ଦେ. କ୍ରି — ତେଣ୍ଡିବା କ୍ରିୟାର ଣିଜନ୍ତରୂପ — The causative form of Teṇḍibā
  • ଦେ. କ୍ରି — ତେଣ୍ଡାଦ୍ୱାରା ପାଣି ଉଠାଇ ଲୋଦାରେ ଢାଳିବା; ତେଣ୍ଡିବା — To pour down water on the receiving channel after lifting it by means of a crane-contrivance
  • ଦେ. କ୍ରି — ଜଳୀୟ ପଦାର୍ଥ ଅନ୍ଯ ବ୍ଯକ୍ତିର ପାଟିରେ ବେଶି ପରିମାଣରେ ଢାଳିବା — To pour down profusely any liquid in to the mouth of another person
  • ଦେ. କ୍ରି — (ଯଥା—କଟୁ ପାଚନକୁ ମା ଶିଶୁକୁ ତେଣ୍ଡାଇ ଦେଲେ।)