ତେଣ୍ଡାଖୁଣ୍ଟି Teṇḍākhuṇṭi

  • ଦେ. ବି — ଯେଉଁ ଚାରି ଗୋଟି ଖୁଣ୍ଟ ଉପରେ ବନ୍ଧା ହୋଇଥିବା ଭାଡ଼ିରେ ମନୁଷ୍ୟ ଠିଆ ହୋଇ ତେଣ୍ଡାକୁ ପରିଚାଳିତ କରି ପାଣି ଉଠାଏ — The four pillars on the scaffolding of which stands the man who works the water-lifting crane