ତାରାଭବ Tārābhaba

  • ସଂ. ବି — ବୁଧ — The planet Mercury
  • ସଂ. ବି — ଅଙ୍ଗଦ — The son of monkey-king Bāḻi
  • ସଂ. ବି — ବନ୍ଦାଇ ସୁମିତ୍ରାସୂତ ତାରାଭବ ରାମମିତ୍ର ଆଞ୍ଜନେୟ କପିଗୋତ୍ର ଯୁତ ସମେଳେ—ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ ।