ତାରାପୁଞ୍ଜ Tārāpun̄ja

  • ସଂ. ବି (ତାରା+ପୁଞ୍ଜ; 6 ଷ୍ଠୀ ତତ୍) — ଏକସ୍ଥାନରେ ପରସ୍ପର ନିକଟରେ ଥିବା ନକ୍ଷତ୍ର ସମୂହ — A group of stars; galaxy; stellar group; constellation