ତାରାମଣ୍ଡଳ Tārāmaṇḍaḻa
- ସଂ. ବି (ତାରା+ମଣ୍ଡଳ= 6 ଷ୍ଠୀ ତତ୍) — ବହୁ ନକ୍ଷତ୍ରଙ୍କ ମିଶ୍ରଣରେ ହୋଇଥିବା ଆକାଶ ମଣ୍ଡଳ — The zodiac; the stellar orb
- ସଂ. ବି (ତାରା+ମଣ୍ଡଳ= 6 ଷ୍ଠୀ ତତ୍) — ପ୍ରକାଣ୍ଡ ଦେବମନ୍ଦିର — A very big temple
- ସଂ. ବି (ତାରା+ମଣ୍ଡଳ= 6 ଷ୍ଠୀ ତତ୍) — ଏକପ୍ରକାର ବାଣ ବା ଆତସବାଜୀ (ହି ଶବ୍ଦସାଗର) — A kind of fireworks