ତାରାପଥ Tārāpatha

  • ସଂ. ବି (ତାରା+ପଥ; 6 ଷ୍ଠୀ ତତ୍) — ଆକାଶ — The sky; the firmament
  • ସଂ. ବି (ତାରା+ପଥ; 6 ଷ୍ଠୀ ତତ୍) — ନଭୋମଣ୍ଡଳ — Welkin
  • ସଂ. ବି (ତାରା+ପଥ; 6 ଷ୍ଠୀ ତତ୍) — ତାରାପଥୁଁ ଖସେ ଅବନୀ ତଳ, ଆଡମ୍ବର ଦେଶ ଦିଶେ ଉଜ୍ଜ୍ୱଳ। ମଧୁସୂଦନ. ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ।