ତାରାଗ୍ରହ Tārāgraha

  • ଦେ. ବି — ଗ୍ରହ — Planet
  • ଦେ. ବି — ମଙ୍ଗଳ, ବୁଧ, ଗୁରୁ, ଶୁକ୍ର ଓ ଶନି ଏହି ପାଞ୍ଚୋଟିଗ୍ରହ (ଯେଉଁ ଗ୍ରହମାନେ ତାରା ପରି ଦେଖା ଯାଆନ୍ତି) — The 5 planets Mars, Mercury; Jupiter; Venus and Saturn