ତାରାମୃଗ Tārāmṛuga
- ସଂ. ବି. (ତାର ଚିହ୍ନଯୁକ୍ତ ମୃଗ; ମ. ପ. ଲୋ) ମାୟାମୃଗ; ଯେଉଁ ମୃଗରୂପଧାରୀ ରାକ୍ଷସକୁ ଦେଖି ସୀତା ପ୍ରଲୋଭିତ ହୋଇଥିଲେ — 1. A starred deer (which was really a demon in disguise) by which Sītā was beguiled
- ସଂ. ବି. (ତାର ଚିହ୍ନଯୁକ୍ତ ମୃଗ; ମ. ପ. ଲୋ) (ଜ୍ୟୋତିଷ) ମୃଗଶିରା ନକ୍ଷତ୍ର — The 5th constellation of stars in Hindu Astronomy