ତର୍ଜିବା Tarjibā

  • ଦେ. କ୍ରି. (ସଂ. ତର୍ଜ ଧାତୁ) — ଭୟପ୍ରଦର୍ଶନ କରିବା; ଡରାଇବା; ଧମକାଇବା — To threaten
  • ଦେ. କ୍ରି. (ସଂ. ତର୍ଜ ଧାତୁ) — ତିନିଆଡ଼ୁ ଯାକୁ ତଳ ବୀଚିତଳ ପ୍ରଚାରନ୍ତି ନିଜ କ୍ଳୀବତ୍ୱ କେବଳ। ରାଧାନାଥ. ଚିଲିକା।
  • ଦେ. କ୍ରି. (ସଂ. ତର୍ଜ ଧାତୁ) — ଗାଳିଦେବା — To scold