ତର୍ଜିତ Tarjita

  • ସଂ. ବିଣ. ପୁଂ. (ତର୍ଜ ଧାତୁ+କର୍ମ. ତ) — ଭର୍ତ୍ସିତ — Abused; reproached
  • ସଂ. ବିଣ. ପୁଂ. (ତର୍ଜ ଧାତୁ+କର୍ମ. ତ) — ଭୟପ୍ରଦର୍ଶିତ — Threatened; menaced
  • ସଂ. ବିଣ. ପୁଂ. (ତର୍ଜ ଧାତୁ+କର୍ମ. ତ) — ତାଡ଼ିତ — Driven out
  • ସଂ. ବିଣ. ପୁଂ. (ତର୍ଜ ଧାତୁ+କର୍ମ. ତ) — ଅପମାନିତ — Disgraced (Apte)