ତର୍ଜନୀ ମୁଦ୍ରା Tarjanī mudrā

  • ସଂ. ବି. ସ୍ତ୍ରୀ — ତନ୍ତ୍ରୋକ୍ତ ଅଙ୍ଗୁଳିରଚିତ ମୁଦ୍ରାବିଶେଷ — A peculiar pose of the fingers used in Tantric worship
  • ସଂ. ବି. ସ୍ତ୍ରୀ — [ଦ୍ର—ଏଥିରେ ବାଆଁହାତକୁ ମୁଠା କରି ତର୍ଜନୀ ଓ ମଧ୍ୟମାକୁ ପ୍ରସାରିତ କରାଯାଏ—ହି. ଶବ୍ଦସାଗର।]