ତର୍ଜନ ଗର୍ଜନ Tarjana garjana

  • ସଂ. ବି. (ସହଚର) — ଚଦିମର୍କଟ ହେବା — Chafing and roaring
  • ସଂ. ବି. (ସହଚର) — ସେ ତୁମ୍ଭର ଯୁକ୍ତିର ପ୍ରତିଯୁକ୍ତି ନ ଦେଖାଇ ହାତ ଗୋଡ଼ କଚାଡ଼ି ତର୍ଜନ ଗର୍ଜନ କରିବେ। ରାଧାନାଥ. ବିବେକୀ।