ତର୍ଣ୍ଣି Tarṇṇi

  • ସଂ. ବି. ପୁଂ. (ତୃ ଧାତୁ, ପାରଗମନ କରିବା+କର୍ତ୍ତୃ. ନି) — ସୂର୍ଯ୍ୟ — The sun
  • ସଂ. ବି. ପୁଂ. (ତୃ ଧାତୁ, ପାରଗମନ କରିବା+କର୍ତ୍ତୃ. ନି) — (+କରଣ ନି) ଭେଳା — Raft
  • ସଂ. ବି. ପୁଂ. (ତୃ ଧାତୁ, ପାରଗମନ କରିବା+କର୍ତ୍ତୃ. ନି) — ଡଙ୍ଗା — Boat