ତର୍ତ୍ତରୀକ Tarttarīka

  • ସଂ. ବି. (ତୃ ଧାତୁ=ପାର ହେବା+କରଣ ଇକ) — ନୌକା — Boat
  • ସଂ. ବି. (ତୃ ଧାତୁ=ପାର ହେବା+କରଣ ଇକ) — ଭେଳା — Raft
  • ସଂ. ବିଣ. (+କର୍ତ୍ତୃ. ଇକ) — ପାରଗାମୀ; ଯେ ପାର ହୁଏ — Crossing over (a river)