ତରଳିକା Taraḻikā

  • ସଂ. ବିଣ. ସ୍ତ୍ରୀ (ତରଳ+ସ୍ୱାର୍ଥରେ କ+ସ୍ତ୍ରୀ. ଆ) — ଚଞ୍ଚଳା — Fickle; wavering
  • ସଂ. ବି — ଏକ ପ୍ରକାର ହାର — A kind of necklace
  • ସଂ. ବି — କାଦମ୍ବରୀ ଉପନ୍ୟାସର ସଖୀବିଶେଷ — Name of a young lady in the story of Kādambarī