ତରଳ ମତି Taraḻa mati

  • ସଂ. ବିଣ. (ବହୁବ୍ରୀହି; ତରଳ+ମତି) — ଯାହାର ଚିତ୍ତ ଚଞ୍ଚଳ; ଚପଳ; ଲଘୁଚିତ୍ତ — Fickle; weak-minded; of unsteady mind