ତରଳା Taraḻā

  • ପ୍ରାଦେ. (ଗଞ୍ଜାମ) ବି — ତରଡ଼ା (ଦେଖ) — Taraṟḍ̠ā (See)
  • ଦେ. ବି. (ନାମ) — ଗଞ୍ଜାମର ଗୋଟିଏ ଜମିଦାରୀ ରାଜ୍ୟର ନାମ — Name of an estate in the district of Ganjam
  • ସଂ. ବି — ମଦ୍ୟ — Wine
  • ସଂ. ବି — ମହୁମାଛି — Bee
  • ସଂ. ବିଣ. (ତରଳ+ସ୍ତ୍ରୀ. ଆ) — ତରଳର ସ୍ତ୍ରୀଲିଙ୍ଗ; ଚଞ୍ଚଳା — Feminine of Taraḻa
  • ସଂ. ବିଣ. (ତରଳ+ସ୍ତ୍ରୀ. ଆ) — ସ୍ତନାଙ୍କୁରେ ବ୍ୟସ୍ତେ ଦୋଳଇ ମୋତିମାଳା ତରଳା। ରାଧାନାଥ. ଚନ୍ଦ୍ରଭାଗା।